spot_img

Latest Posts

ମଦ ନେଇ ଯାଉଥିଲେ ଲିଙ୍ଗରାଜ ମନ୍ଦିରକୁ, ଧରାପଡ଼ିଲେ ଯାତ୍ରୀ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି ମନ୍ଦିର ଭିତରକୁ ମଦ ବୋତଲ ନେଉଥିବା ବେଳେ ଜଣେ ପର୍ଯ୍ୟଟକଙ୍କୁ ଅଟକ ରଖାଯାଇଛି ପୋଲିସ ହାତରେ ଧରା ପଡ଼ିଛନ୍ତି ବଙ୍ଗୀୟ ପର୍ଯ୍ୟଟକ

ତାଙ୍କଠାରୁ ମଦ ବୋତଲ ଜବତ କରାଯାଇଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଲିଙ୍ଗରାଜ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ, ପର୍ଯ୍ୟଟକ ମଦ ବୋତଲ ନେଇ ମନ୍ଦିରକୁ ଯିବା ଘଟଣାକୁ ନେଇ ଚର୍ଚ୍ଚା ଲାଗିଛି

Latest Posts

Don't Miss