ଜରୁରୀକାଳୀନ ପରିସ୍ଥିତି ପାଇଁ କମିଶନରେଟ୍‌ ପୋଲିସର ପାସ୍‌ ବ୍ୟବସ୍ଥା

ଭୁବନେଶ୍ୱର: ଜନତା କର୍ଫ୍ୟୁକୁ ଓଡ଼ିଶାବାସୀଙ୍କ ପୂର୍ଣ୍ଣ ସମର୍ଥନ । ବିଭିନ୍ନ ସ୍ଥାନରେ କମିଶନରେଟ୍‌ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଜନତା କର୍ଫ୍ୟୁକୁ ନେଇ  ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସହରର ପ୍ରମୁଖ ଛକରେ ସୂରକ୍ଷା ଦୃଷ୍ଟିରୁ ବାରିକେଡ୍‌ ଲଗାଯାଇଛି  । ଯାତାୟାତ କରୁଥିବା ଲୋକଙ୍କୁ ପୋଲିସର ପଚରାଉଚରା । ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ପୋଲିସ୍‌ କମିଶନର , ଡିସିପି, ଏସିପି, ଆଇଆଇସି ବିଭିନ୍ନ ସ୍ଥାନ ବୁଲି ତଦାରଖ କରୁଛନ୍ତି … Continue reading ଜରୁରୀକାଳୀନ ପରିସ୍ଥିତି ପାଇଁ କମିଶନରେଟ୍‌ ପୋଲିସର ପାସ୍‌ ବ୍ୟବସ୍ଥା