ଇନ୍‌ଷ୍ଟାଗ୍ରାମ୍‌ରୁ ସର୍ବାଧିକ ଆୟ କରୁଥିବା ସେଲିବ୍ରିଟୀଙ୍କ ତାଲିକାରେ କୋହଲୀ, ପ୍ରିୟଙ୍କା

ମୁମ୍ୱାଇ: ଚଳିତ ବର୍ଷର ଇନ୍‌ଷ୍ଟାଗ୍ରାମ୍‌ରୁ ସର୍ବାଧିକ ଆୟ କରୁଥିବ ସେଲିବ୍ରିଟିଙ୍କ ତାଲିକ ପ୍ରକାଶ ପାଇଛି । ଯେଉଁଥିରେ ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ପୋଷ୍ଟ ପାଇଁ ସେମାନେ ପାଉଥିବା ଟଙ୍କା ଏହି ତାଲିକାରେ ପ୍ରକାଶ ପାଇଛି । ସଦ୍ୟ ପ୍ରକାଶ ଏହି ତାଲିକାର ପ୍ରଥମ ୧୦ ଜଣଙ୍କ ମଧ୍ୟରେ କୌଣସି ଭାରତୀୟ ସ୍ଥାନ ପାଇନଥିବା ବେଳେ ଭାରତୀୟ … Continue reading ଇନ୍‌ଷ୍ଟାଗ୍ରାମ୍‌ରୁ ସର୍ବାଧିକ ଆୟ କରୁଥିବା ସେଲିବ୍ରିଟୀଙ୍କ ତାଲିକାରେ କୋହଲୀ, ପ୍ରିୟଙ୍କା