ବଡଚଣା ନିଲମ୍ବିତ ଆଇଆଇସିଙ୍କ ଗାଡିକୁ ନେଇ ହଜାର ପ୍ରଶ୍ନ !
ପୁରୀ: କଟକଣା ଭାଙ୍ଗି ଶ୍ରୀମନ୍ଦିରରେ ବଡ଼ଚଣା ଥାନା ଆଇଆଇସି ପ୍ରବେଶ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଆଇଆଇସି ନିଲମ୍ବିତ । ଆଇଆଇସି ଦୀପକ କୁମାର ଜେନାଙ୍କୁ ପୋଲିସ ଡିଜି ଅଭୟ ସସ୍ପେଣ୍ଡ କରିଛନ୍ତି । ଅନ୍ୟପଟେ ଥାନା ଅଧିକାରୀ ଦୀପକ ଜେନା ବ୍ୟବହାର କରିଥିବା ସ୍କୋର୍ପିଓ ଗାଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗାଡ଼ି କଟକର ଜଣେ ଠିକାଦାରଙ୍କ ବୋଲି ଜଣାପଡିଛି । ସେ ତାଙ୍କ ରାସ୍ତା କାମ ନିରୀକ୍ଷଣ … Continue reading ବଡଚଣା ନିଲମ୍ବିତ ଆଇଆଇସିଙ୍କ ଗାଡିକୁ ନେଇ ହଜାର ପ୍ରଶ୍ନ !
Copy and paste this URL into your WordPress site to embed
Copy and paste this code into your site to embed