କରୋନା ପ୍ରଭାବ: ବିଦେଶ ଫେରନ୍ତା ନାମ ପଞ୍ଜିକରଣ କଲେ ମିଳିବ ୧୫ହଜାର ଟଙ୍କା
ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଶିକ୍ଷାନୁଷ୍ଠାନ, ସମାରୋହ, ବୈଠକ ଉପରେ ରୋକ ଲଗାଇ ଦିଆଯଆଇଥିଲା । କିନ୍ତୁ ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟସରକାର । ତେଣୁ ଅସାଧାରଣ ପରିସ୍ଥିତିରେ ଆସାଧରଣ ପଦକ୍ଷେପ ଜରୁରୀ ଦର୍ଶାଇ ଓଡ଼ିଶାବାସୀଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରଜ୍ୟ ସରକାର ସବୁପ୍ରକାର ଆଗୁଆ … Continue reading କରୋନା ପ୍ରଭାବ: ବିଦେଶ ଫେରନ୍ତା ନାମ ପଞ୍ଜିକରଣ କଲେ ମିଳିବ ୧୫ହଜାର ଟଙ୍କା
Copy and paste this URL into your WordPress site to embed
Copy and paste this code into your site to embed