ଆଜି ଜନ୍ମମାଟିକୁ ଫେରିବ ୨ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର: ଲଦାଖ ସୀମାରେ ଚୀନ୍ ସେନାକୁ କଡ଼ା ଜବାବ । ସାହାସ ଓ ଶୌର୍ଯ୍ୟର ଅପୂର୍ବ ନିଦର୍ଶନ ସହ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି ୨୦ ଯବାନ । ସାରାଦେଶ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେପଟେ ପ୍ରିୟଜନଙ୍କୁ ହରାଇ ସ୍ତବ୍ଧ ସହିଦଙ୍କ ପରିବାର । ବିହାର ପାଟନାର ସହିଦ ହବଲଦାର ସୁନୀଲ କୁମାରଙ୍କ ପାର୍ଥିବ ଶରୀର ଘରକୁ ଫେରିଛି । ଆଜି ଅପରାହ୍ନ ୨ଟାରେ ଆସିବ ସହିଦ ଓଡ଼ିଆ ଯବାନଙ୍କ ମୃତଦେହ । କନ୍ଧମାଳ ରାଇକିଆ … Continue reading ଆଜି ଜନ୍ମମାଟିକୁ ଫେରିବ ୨ ଓଡ଼ିଆ ସହିଦଙ୍କ ପାର୍ଥିବ ଶରୀର
Copy and paste this URL into your WordPress site to embed
Copy and paste this code into your site to embed