୨୩ ରୁ ହେବ ପାଗରେ ପରିବର୍ତ୍ତନ, ୨୪ରୁ ଘଡ଼ଘଡ଼ି ସହ ବର୍ଷା !
ଭୁବନେଶ୍ୱର: ଆସନ୍ତା୨୪ ତାରିଖରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା । ପଶ୍ଚିମ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ଼ ରେ ବର୍ଷା ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକୁ ୟେଲୋ ଆର୍ଲଟ ଜାରିକରାଯାଇଛି । ୨୫ ତାରିଖରେ କଟକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, … Continue reading ୨୩ ରୁ ହେବ ପାଗରେ ପରିବର୍ତ୍ତନ, ୨୪ରୁ ଘଡ଼ଘଡ଼ି ସହ ବର୍ଷା !
Copy and paste this URL into your WordPress site to embed
Copy and paste this code into your site to embed