୪୦ଂ ଉପରେ ୧୨ ସହର, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ଟି ସ୍ଥାନ । ୪୧ ଡିଗ୍ରୀରୁ ଅଧିକ ୪ଟି ସ୍ଥାନ । ଭୁବନେଶ୍ୱର ଓ ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ ସହ ହୋଇଛନ୍ତି ରାଜ୍ୟର ସବୁଠାରୁ ଉତପ୍ତ ସହର । ଜଳବାୟୁ ଶୁଷ୍କ ଥିବା କାରଣରୁ ଗରମ ସହ ଗୁଳୁଗୁଳି ଅନୁଭୁତ ହେଉଛି । ନିକଟ ଭବିଷ୍ୟତରେ ଜଳବାୟୁରେ କୈାଣସି ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହା ଜନସାଧାରଣଙ୍କ ଚିନ୍ତା ବଢାଇ ଦେଇଛି। ଉତ୍ତର ପଶ୍ଚିମ … Continue reading ୪୦ଂ ଉପରେ ୧୨ ସହର, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାପମାତ୍ରା