ଚଳିତ ମାସରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଜ୍ୟର ୧୧ ଜିଲ୍ଲାରେ ଆଜିଠୁ ସଟ୍‌ଡାଉନ୍‌

ଭୁବନେଶ୍ୱର: ଜୁନ ମାସର ସମସ୍ତ ଶନିବାର ଓ ରବିବାର ସଟ୍‌ଡାଉନ୍‌ । ଅତି ଆବଶ୍ୟକ ନଥିଲେ ବାହାରକୁ ଯିବା ମନା । ଆଜିଠୁ ଆରମ୍ଭ ହେଉଛି ଏହି ଦୁଇ ଦିନିଆ ସଟ୍‌ଡାଉନ୍‌ । କିନ୍ତୁ ଏଥିରେ କିଛି ମାତ୍ରାରେ କୋହଳ କରିଛନ୍ତି ରାଜ୍ୟ ସରକାର । ଏହା ପୂର୍ବ ଭଳି କଡ଼ା ହେବ ନାହିଁ । ମାସକରେ ୮ଦିନ ସଂକ୍ରମଣକୁ  ସଟ୍‌ଡାଉନ୍‌ ପାଇଁ ଟାର୍ଗେଟ୍‌ । ରାତ୍ରୀ କର୍ଫ୍ୟୁକୁ ହିସାବକୁ ନେଲେ ମାସକରେ ୧୭ଦିନ ଘରେ ରହିବା … Continue reading ଚଳିତ ମାସରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଜ୍ୟର ୧୧ ଜିଲ୍ଲାରେ ଆଜିଠୁ ସଟ୍‌ଡାଉନ୍‌