କରୋନା ପ୍ରଭାବିତ ଜିଲ୍ଲା ତାଲିକାରେ ବଲାଙ୍ଗିର, ତାମିଲନାଡ଼ୁ ଫେରନ୍ତା ଦୁଇ ଯୁବକ ପଜିଟିଭ୍‌

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିର ଲେଖାରିଆ ଗାଁର ଦୁଇ ଯୁବକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜଣକର ବୟସ ୨୨ ହୋଇଥିବା ବେଳେ ଆଉ ଜଣେ ୧୮ ବର୍ଷ ବୟସର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଯୁବକ ଦ୍ୱୟ ତାମିଲନାଡ଼ୁ ଓଡ଼ିଶା ଆସିଛନ୍ତି । ତେବେ ବଲାଙ୍ଗିରରେ ଏହା ହେଉଛି ପ୍ରଥମ ଘଟଣା । ପୂର୍ବରୁ ବଲାଙ୍ଗିରରେ କୌଣସି କରୋନା … Continue reading କରୋନା ପ୍ରଭାବିତ ଜିଲ୍ଲା ତାଲିକାରେ ବଲାଙ୍ଗିର, ତାମିଲନାଡ଼ୁ ଫେରନ୍ତା ଦୁଇ ଯୁବକ ପଜିଟିଭ୍‌