ଗର୍ଭବତୀ ହାତୀର ହତ୍ୟାକରୀଙ୍କ ବାବଦରେ ସୂଚନା ଦେଲେ ମିଳିବ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି

କୋଚ୍ଚି: କେରଳର ମଲପ୍ପୁରମରେ ଜଣେ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ସାରା ଦେଶରେ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏହି ଅମାନବୀୟ ଘଟଣାରେ, କିଛି ଦୁର୍ବୃତ୍ତ ସପୁରୀରେ ବାରୁଦ ପୁରାଇ ଏକ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ, ଯାହା ଦ୍ୱାରା ହାତୀଟି ଗୁରୁତର ଆହତ ହୋଇଥିଲା । ଆହତ ହାତୀ ଏତେ ଯନ୍ତ୍ରଣା ଭୋଗୁଥିଲା ଯେ ସେ ତିନି ଦିନ ପର୍ଯ୍ୟନ୍ତ କିଛି ଖାଇ ପିଇ ପାରିନଥିଲେ ଏବଂ ନିରନ୍ତର ପାଣିରେ ଠିଆ ହୋଇଥିଲେ। ଶେଷରେ … Continue reading ଗର୍ଭବତୀ ହାତୀର ହତ୍ୟାକରୀଙ୍କ ବାବଦରେ ସୂଚନା ଦେଲେ ମିଳିବ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି