କରୋନା ଚିକିତ୍ସା ନେଇ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗ, ଘରୋଇ ନ୍ୟୁଜ୍ ଚ୍ୟାନେଲ ନାମରେ ବିଏମ୍‌ସିର ଏତଲା

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗ । ରାଜ୍ୟର ଏକ ଘରୋଇ ଚ୍ୟାନେଲ ବିରୋଧରେ ଏ ନେଇ ଥାନାରେ ଏତଲା । ଭୁବନେଶ୍ୱର ମହାନଗର ନିଗମ ସମ୍ପୃକ୍ତ ଚ୍ୟାନେଲ ବିରୋଧରେ ମାମଲା ରୁଜ୍ଜୁ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଏମ୍‌ସି ଓ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ମୁକାବିଲା ପାଇଁ ରାତିଦିନ ଏକ କରି ଦେଇଥିବା ବେଳେ ଏହି ଚ୍ୟାନେଲ ନ୍ୟୁଜ୍ ଆଳରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି … Continue reading କରୋନା ଚିକିତ୍ସା ନେଇ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗ, ଘରୋଇ ନ୍ୟୁଜ୍ ଚ୍ୟାନେଲ ନାମରେ ବିଏମ୍‌ସିର ଏତଲା