ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ରେ ଉତ୍ତେଜନା ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହଠାତ୍ ଲେହରେ ପହଞ୍ଚିଛନ୍ତି । ପିଏମ ମୋଦୀଙ୍କ ଏହି ଆଶ୍ଚର୍ଯ୍ୟଜନକ ଗସ୍ତ ଚୀନ୍ ସମେତ ସମଗ୍ର ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେହ ଯାଇ ଏକ ବଡ ପଦକ୍ଷେପ ନେଇଛନ୍ତି । ଏଥିରୁ ଚୀନ୍କୁ ଏକ ବାର୍ତ୍ତା ମିଳିଛି ଯେ ଭାରତ ପଛକୁ ଫେରିବ ନାହିଁ। ଅବସରପ୍ରାପ୍ତ … Continue reading Modi in LAC : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲେହ ଗସ୍ତ କାହିଁକି ଚୀନ୍ ଓ ପାକିସ୍ତାନକୁ ଚମକାଇ ଦେଇଛି ? ଜାଣନ୍ତୁ
Copy and paste this URL into your WordPress site to embed
Copy and paste this code into your site to embed