ଚଳିତ ମାସ ଶେଷ ଯାଏଁ ଟ୍ୱିନ୍ ‌ସିଟିରୁ ହଟିଲା ସାପ୍ତାହିକ ସଟ୍‌ଡାଉନ୍‌

ଭୁବନେଶ୍ୱର: ଟ୍ୱିନ୍‌ସିଟିରୁ ହଟିଲା ସାପ୍ତାହିକ ସଟ୍‌ଡାଉନ୍ । ଏଣିକି ଶନିବାର ଓ ରବିବାରରେ ବନ୍ଦ ହେବନି ରାଜଧାନୀ ଭୁବନେଶ୍ୱର ଓ କଟକ । ଭୁବନେଶ୍ୱର ଓ କଟକରେ ଲକ୍‌ଡାଉନ୍ ଲାଗୁ ହେବା ପରେ ସଟଡାଉନ୍ ଉଠାଯିବାକୁ ନେଇ ଘୋଷଣା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଏହାପରେ ଶନିବାର ଓ ରବିବାର ସକାଳ ୬ଟାରୁ ଦିନ ୧ଟା ଯାଏଁ ତେଜରାତି ଦୋକାନ, କ୍ଷୀର ଦୋକାନ ଓ ମାଂସ ଦୋକାନମାନ ଖୋଲାରହିବ । ଆଗାମୀ ୧୪ ଦିନ … Continue reading ଚଳିତ ମାସ ଶେଷ ଯାଏଁ ଟ୍ୱିନ୍ ‌ସିଟିରୁ ହଟିଲା ସାପ୍ତାହିକ ସଟ୍‌ଡାଉନ୍‌