ସଟ୍‌ଡାଉନ୍‌ ଓ କର୍ଫ୍ୟୁ ମାନିଲେ କ’ଣ ହେବ?

ଭୁବନେଶ୍ୱର: କରୋନାର ପ୍ରତିରୋଧ ଅଛି ପ୍ରତିଷେଧକ ନାହିଁ । ମାସକ ୩୦ ଦିନ । ଦିନକୁ ୨୪ ଘଣ୍ଟା ଅର୍ଥାତ ମାସକ ୭୨୦ ଘଣ୍ଟା । ଏହି ୭୨୦ ଘଣ୍ଟାରୁ ଜଣେ ଯଦି ୧୦ ଘଣ୍ଟା ବାହାରକୁ ନଯାଏ ଏବଂ ସପ୍ତାହକୁ ୨ ଦିନ ଶନିବାର, ରବିବାର ଘର ଭିତରେ ରହେ, ତେବେ ୭୨୦ ଘଣ୍ଟାରୁ ୪୯୨ ଘଣ୍ଟା କରୋନାଠାରୁ ଜଣେ ସୁରକ୍ଷିତ ରହିପାରିବ । ଏଣୁ ସଟ୍‌ଡାଉନ୍‌ ଏବଂ କର୍ଫ୍ୟୁ କଟକଣାକୁ ମାନି ବହୁ ମାତ୍ରାରେ … Continue reading ସଟ୍‌ଡାଉନ୍‌ ଓ କର୍ଫ୍ୟୁ ମାନିଲେ କ’ଣ ହେବ?