ଜାଣନ୍ତୁ ଓଡ଼ିଶା କୋଭିଡ-୧୯ ନିୟମାବଳୀ ୨୦୨୦ କଣ ?

ଭୁବନେଶ୍ୱର: ବିଶ୍ୱରେ ଭୟାଭୟତା ଖେଳାଇଥିବା କରୋନାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କରୋନା ମୁକାବିଲା ପାଇଁ ସରକାର ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ଆଣିଛନ୍ତି ଓଡ଼ିଶା କୋଭିଡ୍-୧୯ ନିୟାମକ ୨୦୨୦ ।  ଏହାକୁ ଓଡ଼ିଶା କୋଭିଡ-୧୯, ୨୦୨୦ ନାଁରେ ନାମିତ କରାଯାଇଛି । ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ କୋଭିଡ-୧୯ କର୍ଣ୍ଣର ରହିବ । ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ସ୍କ୍ରିନିଂ … Continue reading ଜାଣନ୍ତୁ ଓଡ଼ିଶା କୋଭିଡ-୧୯ ନିୟମାବଳୀ ୨୦୨୦ କଣ ?