କାଲିଠୁ ଆରମ୍ଭ ହେବ ଲକ୍‌ ଡାଉନ୍‌ ଏବଂ ଜନତା କର୍ଫ୍ୟୁ, ପଢ଼ନ୍ତୁ ଉଭୟଙ୍କ ମଧ୍ୟରେ ଫରକ୍ କ’ଣ?

ଭୁବନେଶ୍ୱର: କରୋନା ମୁକାବିଲା ଦିଗରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାରଙ୍କ  । ୫ ଜିଲ୍ଲା ଓ ୮ ସହରକୁ ଲକ୍‌ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ କରୋନା ଭାଇରସ୍‌କୁ ନକ୍‌ ଡାଉନ୍ ପାଇଁ ଲକ୍‌ ଡାଉନ୍ କରାଯାଇଥିବା କହିଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଲକ୍‌ ଡାଉନ୍‌ ବେଳେ କ’ଣ ଖୋଲା ରହିବ ୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ ଯାଏଁ … Continue reading କାଲିଠୁ ଆରମ୍ଭ ହେବ ଲକ୍‌ ଡାଉନ୍‌ ଏବଂ ଜନତା କର୍ଫ୍ୟୁ, ପଢ଼ନ୍ତୁ ଉଭୟଙ୍କ ମଧ୍ୟରେ ଫରକ୍ କ’ଣ?