କ’ଣ ହେବ ବିଦ୍ରୋହୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭବିଷ୍ୟତ: ପୂରା ହେବ କି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ?
ଭୋପାଳ: ଦୀର୍ଘ ଦିନର ପୁଞ୍ଜିଭୂତ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମଧ୍ୟପ୍ରଦେଶ କଂଗ୍ରେସର ତୁଙ୍ଗ ନେତା ତଥା କଂଗ୍ରେସର ୟଙ୍ଗ୍ ଆଇକନ୍ ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ସହିତ ୨୦ ଜଣ ବିଧାୟକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହି ବିଧାୟକଙ୍କ ଇସ୍ତଫା ସହ ବର୍ତ୍ତମାନ ଅଡ଼ୁଆ ସ୍ଥିତିରେ କଂଗ୍ରେସ । ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୀତିକ ହଟଚମଟର ମୁଖ୍ୟ କାର୍ପୋଟଦାର ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ … Continue reading କ’ଣ ହେବ ବିଦ୍ରୋହୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭବିଷ୍ୟତ: ପୂରା ହେବ କି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ?
Copy and paste this URL into your WordPress site to embed
Copy and paste this code into your site to embed