ଅନୀଲ, ରାଜୁ, ସେଠ ଜି ଏବଂ ରାମୁ ପାଖରୁ ଜାଣନ୍ତୁ କରୋନାର ତୃତୀୟ ପର୍ଯ୍ୟାୟକୁ କାହିଁକି ଭୟ କରିବା ଉଚିତ୍ ?
ରାଜସ୍ଥାନର ଭିଲୱାରା ଏବଂ କେରଳର କେତେକ ଅଞ୍ଚଳରେ କରୋନା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। କରୋନା ପାଇଁ ଏବେ ସାରା ବିଶ୍ୱ ଭୟରେ ଜୀବନଜାପନ କରୁଛି । କରୋନାକୁ ନେଇ ବିଭିନ୍ନ ଦେଶର ସରକାର କଡ଼ା କଟକଣା ମାନ ଲାଗାଇଛନ୍ତି । ଆମ ଦେଶରେ କରୋନାକୁ ନେଇ ୧୪୪ ଧାରା ଜାରିକରାଯାଇଛି । ଭଲ କଥା ହେଉଛି ଆମ ଓଡ଼ିଶାରେ ଏହା ଏବେ ବି ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ଅଛି। କିନ୍ତୁ କିଛି ଲୋକ କରୋନା ଏବଂ … Continue reading ଅନୀଲ, ରାଜୁ, ସେଠ ଜି ଏବଂ ରାମୁ ପାଖରୁ ଜାଣନ୍ତୁ କରୋନାର ତୃତୀୟ ପର୍ଯ୍ୟାୟକୁ କାହିଁକି ଭୟ କରିବା ଉଚିତ୍ ?
Copy and paste this URL into your WordPress site to embed
Copy and paste this code into your site to embed