ଶେଷଥର ପାଇଁ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା ଚୀନ୍,ଯେଉଁଥିରେ ଡ୍ରାଗନ ଭାରତଠାରୁ ୧୦ ଗୁଣ ଛୋଟ ଦେଶଠାରୁ ହାରିଥିଲା !

ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଚୀନ୍ ସେନାର ଧୋକାର ଶିକାର ହୋଇଛନ୍ତି ୨୦ ଭାରତୀୟ ଯବାନ । ଏହି ଭାରତୀୟ ଯବାନଙ୍କ ପାଇଁ ଏବେ ଦେଶବ୍ୟାପି ଆକ୍ରୋଶ । ଦୁଇ ଦେଶ ଯୁଦ୍ଧକ୍ଷେତ୍ରରେ ମୁହାଁମୁହିଁ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଚୀନର ଆକାର,ସୈନ୍ୟ ବଳ ଓ ଏକଛତ୍ରବାଦୀ ଶାସନ କାରଣରୁ ଏହା ଭାରତଠାରୁ ଅଧିକ ଶକ୍ତିଶାଳୀ ବୋଲି ବିଚାର କରାଯାଉଛି । କିନ୍ତୁ ବିଶେଷଜ୍ଞ ଏହାକୁ ମାନିବାକୁ ନାରାଜ । … Continue reading ଶେଷଥର ପାଇଁ ୪୧ ବର୍ଷ ତଳେ ଯୁଦ୍ଧ ଲଢିଥିଲା ଚୀନ୍,ଯେଉଁଥିରେ ଡ୍ରାଗନ ଭାରତଠାରୁ ୧୦ ଗୁଣ ଛୋଟ ଦେଶଠାରୁ ହାରିଥିଲା !