ୟେସ୍ ବ୍ୟାଙ୍କ୍କୁ ସାହା ହେବ SBI: ୨୪୫୦ କୋଟି ଟଙ୍କାର ହେବ ପୁଞ୍ଜିନିବେଶ
ନୂଆଦିଲ୍ଲୀ: ନଗଦ ସମସ୍ୟା ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କ୍କୁ ବଞ୍ଚାଇବା ଲାଗି ଚେଷ୍ଟା କରିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆା (ଏସବିଆଇ) । ଏଥିଲାଗି ଯୋଜନା ପ୍ରସ୍ତୁତି କରିଛି ଦେଶର ଏହି ଅଗ୍ରଣୀ ବ୍ୟାଙ୍କ୍ । ଯୋଜନା ମୁତାବକ ୟେସ୍ ବ୍ୟାଙ୍କର ୪୯% ଅଂଶଧନ କିଣିପାରେ ଏସବିଆଇ | ଏହା ସହିତ ୨୪୫୦ କୋଟି ବିନିଯୋଗ କରିବାର ଯୋଜନା ମଧ୍ୟ ଅଛି | ଏଥିସହିତ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରେ ଏସବିଆଇ ଅଧ୍ୟକ୍ଷ ରଜନୀଶ … Continue reading ୟେସ୍ ବ୍ୟାଙ୍କ୍କୁ ସାହା ହେବ SBI: ୨୪୫୦ କୋଟି ଟଙ୍କାର ହେବ ପୁଞ୍ଜିନିବେଶ
Copy and paste this URL into your WordPress site to embed
Copy and paste this code into your site to embed