ବଡ଼ଦାଣ୍ଡରେ ରହିବନି ଭକ୍ତଙ୍କ ଭିଡ, ସେବକଙ୍କ ଗହଣରେ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା

ପୁରୀ: ରାତି ପାହିଲେ ସ୍ନ।ନ ପୂର୍ଣ୍ଣିମା। ରତ୍ନ ବେଦୀରୁ ସ୍ନାନ ବେଦୀକୁ ଛୁଟି ଆସିବେ ଚତୁର୍ଦ୍ଧା ମୂର୍ତ୍ତି । ଆଜି ରାତିରୁ ଆରମ୍ଭ ହେବ ସ୍ନ।ନ ପହଣ୍ଡି । ରାତି ଗୋଟାଏରୁ ଗୋଟିପହଣ୍ଡିରେ ଆସିବେ ମହାପ୍ରଭୁ , ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସୁର୍ଶନ । କାଲି ସକାଳ ୭ଟାରେ ହେବ ସ୍ନ।ନନୀତି ।  ହେଲେ ଏଥର ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ବାଧକ ସାଜିଛି କରୋନା । ଯେଉଁ ବଡ଼ ଦାଣ୍ଡ ଭକ୍ତଙ୍କ ଭାବଭରା … Continue reading ବଡ଼ଦାଣ୍ଡରେ ରହିବନି ଭକ୍ତଙ୍କ ଭିଡ, ସେବକଙ୍କ ଗହଣରେ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା