କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ
ଭୁବନେଶ୍ୱର: ଦେଶ ଓ ବିଶ୍ୱରେ ବୟସ୍କ ଲୋକ ସର୍ବାଧିକ କରୋନା ସଂକ୍ରମଣର ଶିକାର ହେଉଛନ୍ତି । ତେବେ, ରାଜ୍ୟରେ ସ୍ଥିତି ଭିନ୍ନ । ବୟସ୍କଙ୍କ ଅପେକ୍ଷା କରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ । ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ଏହି ତଥ୍ୟ ବେଶ୍ ଚିନ୍ତାଜନକ । ଅଦ୍ୟାବିଧି ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୫୦ ଜଣଙ୍କ ମଧ୍ୟରେ ଏହି ବର୍ଗରେ ଆସୁଛନ୍ତି ୨୬ ଜଣ । ଅର୍ଥାତ୍ ୫୦ ଜଣ ପଜିଟିଭଙ୍କ ମଧ୍ୟରୁ ୨୬ ଜଣ … Continue reading କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ
Copy and paste this URL into your WordPress site to embed
Copy and paste this code into your site to embed