TikTokକୁ ଟକ୍କର ଦେବା ପାଇଁ YouTubeର ନୂଆ ପ୍ଲାନ୍… ଖୁବ ଶୀଘ୍ର ହେବ ଲଞ୍ଚ

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଏକ ନୂଆ ଫିଚର ଲଞ୍ଚ କରିବାର ପ୍ରସ୍ତୁତି କରୁଛି। ଏଥିରେ ୟୁଜର୍ସ ଟିକଟକ୍ ଭଳି ଶର୍ଟ ଭିଡିଓ କରି ପାରିବେ। ସୂଚନାଯୋଗ୍ୟ ଯେ, କମ୍ପାନୀ ବର୍ତ୍ତମାନ ଏହି ଫିଚର ଉପରେ କାମ କରୁଛି ଏବଂ ୨୦୨୦ ଶେଷ ଯାଏଁ ଏହାକୁ ଲଞ୍ଚ କରିବ। ଏହାକୁ ‘Shorts’ ନାମରେ ଜଣାଯିବ। ଏହି ଫିଚର ଜରିଆରେ ୟୁଟ୍ୟୁବ୍ ଟିକଟକ ସହ ମୁକାବିଲା କରିବ ବୋଲି କୁହାଯାଉଛି । କିଛି ଦିନ ପୂର୍ବରୁ ଲଞ୍ଚ ହୋଇଥିବା ଟିକଟକ୍ ଶର୍ଟ … Continue reading TikTokକୁ ଟକ୍କର ଦେବା ପାଇଁ YouTubeର ନୂଆ ପ୍ଲାନ୍… ଖୁବ ଶୀଘ୍ର ହେବ ଲଞ୍ଚ