ଗାନ୍ଧୀଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ନେଇ ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର । ପିଲାଙ୍କୁ କୌଣସି ଭୂଲ ତଥ୍ୟ, ବିଭ୍ରାନ୍ତି କିମ୍ବା ଘଟଣାଚକ୍ରକୁ ବଦଳାଇବା ଉଦ୍ଦେଶ୍ୟ ନଥିଲା । ଅନିଛାକୃତ ତ୍ରୁଟି ଲାଗି ପୁସ୍ତକ ପ୍ରତ୍ୟାହାର ହୋଇଛି । ଜଣଙ୍କୁ ସେବାନିବୃତ୍ତ ସହ ୨ ଜଣଙ୍କୁ କୈଫିୟତ ତଲବ କରାଯାଇଛି। ସଂଶୋଧିତ ପୁସ୍ତକ ମାସେ ଭିତରେ ଆସିବ ।