ଜଳେଶ୍ୱର: ୩୧୦ ଗ୍ରାମ୍ ବ୍ରାଉନସୁଗର ଜବତ, ଜଣେ ମହିଳା ଗିରଫ । ଶାସନବାଡ଼ ଗାଁରୁ ଧରିଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ବାଲେଶ୍ୱର ପୋଲିସ ଓ ଜଳେଶ୍ୱର ଅବକାରୀ ବିଭାଗ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ।

Leave a Reply