spot_img

Latest Posts

ନୂଆଦିଲ୍ଲୀ : ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ତଦନ୍ତ କରିବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୩ ଜଣିଆ କମିଟି । ପୂର୍ବତନ ବିଚାରପତି ଭି.ଏସ୍ ସିରପୁକାର କମିଟିର ଅଧ୍ୟକ୍ଷ ରହିବେ। ଅନ୍ୟ କୌଣସି କୋର୍ଟ କିମ୍ୱା ଅଧିକାରୀ ଏହାର ତଦନ୍ତ ନକରିବାକୁ କୋର୍ଟଙ୍କ ନିର୍ଦ୍ଦେଶ,୬ ମାସ ମଧ୍ୟରେ ରିପୋର୍ଟ ଦେବ କମିଟି ।

Latest Posts

Don't Miss