ପୁରୀ : ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଜୀତେନ୍ଦ୍ର ସେଠୀ ସମେତ ରାଜେଶ କୁମାର ସେଠୀ ମଧ୍ୟ ଗିରଫ । ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହ ଚାରଟି ଟିମ ଗଠନ ହୋଇଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କାଉନସେଲିଂ କରୁଥିବା ଡିଆଇଜିଙ୍କ ସୂଚନା । ମୁଖ୍ୟ ଅଭିଯୁକ୍ତ ପୋଲିସ ପରିଚୟପତ୍ର ରଖିଥିବାରୁ ଅନ୍ୟଏକ ମାମଲା ରୁଜୁ କରାଯାଇଛି ।