spot_img

Latest Posts

ପୁରୀ : ଗଣଦୁଷ୍କର୍ମ ଘଟଣାରେ ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ପୋଲିସ । ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ଆବେଦନ ହେବ । ଆବଶ୍ୟକ ହେଲେ ସ୍ୱତନ୍ତ୍ର ପିପି ନିଯୁକ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ। ପୀଡିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରାଯାଇଥିବା ସେ ସୂଚନା ଦେଇଛନ୍ତି ।

Latest Posts

Don't Miss