spot_img

Latest Posts

ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଖାରବେଳନଗର ଥାନା ଏକାମ୍ର ହାଟ ନିକଟରେ ଥିବା ଟୁରିଷ୍ଟ ହବ୍ ନିକଟରେ ୧୦ରୁ ଅଧିକ ଯୁବକ ହକି ଷ୍ଟିକରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଆକ୍ରମଣର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି ।

')}

Latest Posts

Don't Miss