spot_img

Latest Posts

ଭୁବନେଶ୍ୱର : ଡିସେମ୍ବର ୫ ତାରିଖରୁ ଆରମ୍ଭ ହେବ ମିଶନ୍ ଶକ୍ତି ମେଳା । ପ୍ରଦର୍ଶନୀ ପଡ଼ିଆରେ ୩୦ ଜିଲ୍ଲାରୁ ୨୫୧ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗ ଦେବେ । ଡିସେମ୍ୱର ୧୬ ପର୍ଯ୍ୟନ୍ତ ଏହା ଜାରି ରହିବ । ମିଶନ୍ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ସୂଚନା

Latest Posts

Don't Miss