spot_img

Latest Posts

ଭୁବନେଶ୍ୱର : ନଭେମ୍ବର ୩୦ ଯାଏଁ ବଢିଲା ଭୋଟର ତାଲିକା ଯାଞ୍ଚ ଅବଧି। ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଅବଧି ବଢାଇଲେ CEO ସୁଶୀଲ ଲୋହାନୀ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେନ୍ସିଂ ବୈଠକ ପରେ ନିଷ୍ପତ୍ତି। ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତରୁ ଅଧିକ ଫର୍ମ ସଂଗ୍ରହ କରାଯାଇଛି।

')}

Latest Posts

Don't Miss