ତାଜା ଖବର ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । କାଲି ତ୍ରିଶୂଳିଆ ବ୍ରିଜ୍ ଉପରେ ବାଇକ୍ ରଖି ଡେଇଁ ପଡିଥିଲେ ଯୁବକ । କାଠଯୋଡ଼ି ନଦୀ ଗର୍ଭରୁ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ମୃତକ ଦେବବ୍ରତ ମାଝି,ଘର ରାଜଧାନୀ ଉପକଣ୍ଠ ଗାଡ଼କଣରେ । October 23, 2019 ')} Post navigation Previous ଖଣି କାରବାରରେ ଖାକି ଲିଙ୍କ୍Next ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସମ୍ବଲପୁର ବରଗଡ ଜାତୀୟ ରାଜପଥ କଟାପାଲି ଠାରେ ହାଇଓ୍ୱାକୁ ପିଟିଲା କାର୍ ।