spot_img

Latest Posts

ସୁବର୍ଣ୍ଣପୁର:ବିଦ୍ୟୁତ୍ ନେଲା ବାପପୁଅଙ୍କ ଜୀବନ । ସୁବଳୟା ଥାନା ପିତାମହୁଲ ଗାଁ ବାଉରିଜୋର ଜଙ୍ଗଲରେ ଅଘଟଣ । ବାରହା ଶିକାର ପାଇଁ ୨ ପୁଅ ସହ ବାପା ଜଙ୍ଗଲକୁ ଯାଇ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସିଥିଲେ । ବାପା, ବଡ଼ ପୁଅ ମୃତ, ସାନ ଗୁରୁତର ।

')}

Latest Posts

Don't Miss