ରାଜ୍ୟରେ ବଢ଼ିଲା କରୋନା ସୁସ୍ଥତାର ହାର, ୪୭୪୩ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୧୩୭ କରୋନା ସଂକ୍ରମିତ । ସଂକ୍ରମିତ ସଂଖ୍ୟା ରାଜ୍ୟରେ ବଢ଼ୁଥିବା ବେଳେ ତାର ପାଦରେ ପାଦ ମିଶାଇ ଚାଲିଛି କରୋନା ସୁସ୍ଥଙ୍କ ସଂଖ୍ୟା । ଦିନକୁ ଦିନ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ରାଜ୍ୟ ଭିତରେ ବଢ଼ିବାରେ ଲାଗିଛି । ଗୁରୁବାର ୧୩୭ ସୁସ୍ଥଙ୍କ ସଂଖ୍ୟା ସହ ରାଜ୍ୟରେ ଏବେ ମୋଟ ୪୭୪୩ ଜଣ ସୁସ୍ଥ ହୋଇଛନ୍ତି । ୧୩୭ ଜଣ ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରୁ ୩୩, ଖୋର୍ଦ୍ଧାରୁ ୨୯ ଏବଂ କଟକରୁ … Continue reading ରାଜ୍ୟରେ ବଢ଼ିଲା କରୋନା ସୁସ୍ଥତାର ହାର, ୪୭୪୩ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା