Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
July 1, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ମୁଖ୍ୟ ଖବର
  • ଇସ୍କନ ସହ ଜଡିତ ୧୭ ଜଣଙ୍କ ବ୍ଯାଙ୍କ ଆକାଉଣ୍ଟ ୩୦ ଦିନ ଫ୍ରିଜ
  • ଅନ୍ତର୍ଜାତୀୟ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଇସ୍କନ ସହ ଜଡିତ ୧୭ ଜଣଙ୍କ ବ୍ଯାଙ୍କ ଆକାଉଣ୍ଟ ୩୦ ଦିନ ଫ୍ରିଜ

November 30, 2024

ଢାକା: ବାଂଲାଦେଶରେ ଇସ୍କନ ବିରୋଧରେ ଚାଲିଛି କଡା କାର୍ଯ୍ଯାନୁଷ୍ଠାନ। ଇସ୍କନ ସହ ଜଡିତ ଥିବା ୧୭ ବ୍ଯକ୍ତି ବିଶେଷଙ୍କ ବ୍ଯାଙ୍କ ଆକାଉଣ୍ଟକୁ ୩୦ ଦିନ ଲାଗି ଫ୍ରିଜ କରିବା ଲାଗି ବାଂଲାଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶଦ୍ରୋହ ଅପରାଧରେ ଗିରଫ ହୋଇଥିବା ଇସ୍କନ ଧର୍ମଗୁରୁ ଚିନ୍ମୟ କୃଷ୍ଣ ଦାସଙ୍କ ଆକାଉଣ୍ଟ ବି ଏଥିରେ ସାମିଲ ରହିଛି।

ଇସ୍କନ ଉପରେ ନିଷେଧାଦେଶ ଜାରି ଲାଗି ବାଂଲାଦେଶ ହାଇକୋର୍ଟ ଅଗ୍ରାହ୍ଯ କରିବା ପରେ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇଛି। ବାଂଲାଦେଶ ଫିନାନ୍ସ ଇଣ୍ଟେଲିଜେନ୍ସ ୟୁନିଟ ବା ବିଏଫଆଇୟୁ ପକ୍ଷରୁ ଇସ୍କନ ସହ ସମ୍ପର୍କିତ ବିଭିନ୍ନ ବ୍ଯକ୍ତିଙ୍କ ବ୍ଯାଙ୍କ ଆକାଉଣ୍ଟ ଅଚଳ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଏହି ବ୍ଯକ୍ତିବିଶେଷ କୌଣସି ପ୍ରକାର ଆର୍ଥିକ କାର୍ଯ୍ୟକଳାପ କରିପାରିବେ ନାହିଁ।

ଏହି ୧୭ ବ୍ଯକ୍ତି ବିଶେଷଙ୍କ ସବିଶେଷ ଆକାଉଣ୍ଟ କାରବାର ସମ୍ପର୍କରେ ତଥ୍ଯ ଦେବା ଲାଗି ବ୍ଯାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛି ବାଂଲାଦେଶ କେନ୍ଦ୍ରୀୟ ବ୍ଯାଙ୍କ। ଗତ ଅକ୍ଟୋବର ୩୦ରେ ଚାଟ୍ଟୋଗ୍ରାମର ନ୍ୟୁ ମାର୍କେଟ ଏରିଆରେ ହିନ୍ଦୁ ସମ୍ପ୍ରଦାୟର ଏକ ରାଲି ବେଳେ ବାଂଲାଦେଶ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ କ୍ରମେ ଚିନ୍ମୟଙ୍କ ସମେତ ୧୯ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା ପୋଲିସ। କୋତୱାଲ ପୋଲିସ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ବାଂଲାଦେଶ ସମ୍ମିଳିତ ସନାତନୀ ଜାଗରଣ ମଞ୍ଚର ମୁଖପାତ୍ର ଥିବା ଚିନ୍ମୟ ଦାସଙ୍କୁ ଗତ ନଭେମ୍ବର ୨୫ ତାରିଖରେ ହଜରତ ଶାହଜଲାଲ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା।

Tags: Bangladesh bangladesh cricis bank account fridged

Continue Reading

Previous ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ପୁଣି ନବଜାତକ ଗାଏବ
Next ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ ଠାବ

ଅଧିକ କାହାଣୀ

  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ମାନସ ମଙ୍ଗରାଜଙ୍କ ନିନ୍ଦା

June 30, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ନବୀନଙ୍କ ଉଦବେଗ

June 30, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କାଲିଠୁ ସମୂହ ଛୁଟିରେ ଯିବାକୁ ଓଏଏସ ଅଧିକାରୀଙ୍କ ନିଷ୍ପତ୍ତି

June 30, 2025

Recent Posts

  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ମାନସ ମଙ୍ଗରାଜଙ୍କ ନିନ୍ଦା
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ନବୀନଙ୍କ ଉଦବେଗ
  • ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କାଲିଠୁ ସମୂହ ଛୁଟିରେ ଯିବାକୁ ଓଏଏସ ଅଧିକାରୀଙ୍କ ନିଷ୍ପତ୍ତି
  • ଦୁନିଆରେ ଜଣିଏ ମାତ୍ର ରହିବେ କ୍ୟାପଟେନ କୁଲ୍: ଧୋନୀ ପଞ୍ଜିକରଣ କଲେ ଟ୍ରେଡମାର୍କ
  • ରଥଯାତ୍ରା ପରେ ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ପଦ୍ମ ଶିବିର ଉଷ୍ମ
  • ତେଜିଲା ଧାନକିଣା ବିବାଦ: ଜୁଲାଇ ୩୦ ପର୍ଯ୍ୟନ୍ତ ତାରିଖ ବଢ଼ାଇବାକୁ ବିଜେଡିର ଦାବି
  • ଉତ୍ତର ଓଡ଼ିଶା ଉବୁଟୁବୁ: ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ଅବବାହିକାରେ ବନ୍ୟା ପରିସ୍ଥିତି
  • ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣା: ବିଜେପି କର୍ପୋରେଟରଙ୍କ ସମେତ ତିନି ଗିରଫ
  • ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼: ଜନ ଶୁଣାଣି ଚାଲିଥିବା ବେଳେ ଅଫିସରେ ପଶି ଘୋଷାଡ଼ିବା ସହ ପିଟିଲେ ୫ ଦୁର୍ବୃତ୍ତ
  • ଆରସିବି ଷ୍ଟାର ବୋଲର ୟଶ ଦୟାଲଙ୍କ ବିରୋଧରେ ଏକାଧିକ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
  • GST ସଂଗ୍ରହରେ ସରକାର ଭାଙ୍ଗିଲେ ୫ ବର୍ଷର ରେକର୍ଡ, ଗୋଟିଏ ବର୍ଷରେ ରାଜକୋଷକୁ କେତେ ଟଙ୍କା ଆସିଛି ଜାଣନ୍ତୁ…
  • ଏସିଆ କପ୍ ଅପଡେଟ୍: ଜୁଲାଇରେ ତାରିଖ ଘୋଷଣା ! ଭାରତ-ପାକ୍ ମ୍ୟାଚ୍ କେଉଁଠି ?
  • ସ୍ୱପ୍ନରେ ନିଜ ମୃତ୍ୟୁ ଦେଖିବାର ଅର୍ଥ କ’ଣ ? ଜାଣନ୍ତୁ ଶୁଭ ନା ଅଶୁଭ…
  • ମହିଳାଙ୍କୁ ଦୁଷ୍କର୍ମ ଓ ଉଲଗ୍ନ ଭିଡିଓ ଭାଇରାଲ ପ୍ରତିବାଦରେ ବାଂଲାଦେଶରେ ହିନ୍ଦୁଙ୍କ ବଡ଼ ବିକ୍ଷୋଭ
  • ଟ୍ରମ୍ପ ଓ ନେତାନ୍ୟାହୁଙ୍କ ବିରୋଧରେ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଜାରି କଲେ ଫତତ୍ବା
Tweets by NandighoshaTV

ନଜର ପକାନ୍ତୁ

  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ମାନସ ମଙ୍ଗରାଜଙ୍କ ନିନ୍ଦା

June 30, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ନବୀନଙ୍କ ଉଦବେଗ

June 30, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କାଲିଠୁ ସମୂହ ଛୁଟିରେ ଯିବାକୁ ଓଏଏସ ଅଧିକାରୀଙ୍କ ନିଷ୍ପତ୍ତି

June 30, 2025
1 min read
  • ଅନ୍ତର୍ଜାତୀୟ
  • ଖେଳ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ଦୁନିଆରେ ଜଣିଏ ମାତ୍ର ରହିବେ କ୍ୟାପଟେନ କୁଲ୍: ଧୋନୀ ପଞ୍ଜିକରଣ କଲେ ଟ୍ରେଡମାର୍କ

June 30, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.