ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ପୁଅ, ହେଲେ କରେଣ୍ଟ ନଥିଲା

ଯାଜପୁର: କୋରାଇ ଥାନା ରଗଡ଼ି ଛକ ନିକଟରେ ସୋମବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଖୁଣ୍ଟି ଉପରେ ଛିଡ଼ା ହୋଇଥିଲେ ଏକ ଶିଶୁ । ଯାହାର ବୟସ ୫ କି ୬ ବର୍ଷ ହେବ। ଏହା ଦେଖି ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଏପରି ଦୃଶ୍ୟ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା। ଶିଶୁଟି କିପରି ଏଭଳି ବିପଦପୂର୍ଣ୍ଣ ସ୍ଥାନରେ ପହଞ୍ଚିଲା, ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସେଠାରେ … Continue reading ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ପୁଅ, ହେଲେ କରେଣ୍ଟ ନଥିଲା