spot_img

Latest Posts

ତ୍ରିକୋଣୀୟ ପ୍ରେମରୁ ଅପହରଣ

ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମରୁ ଅପହରଣ । ଝିଅର ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲା  ପ୍ରଥମ ପ୍ରେମିକ । ଭୁବନେଶ୍ବର ପାର୍ସପୋର୍ଟ ଅଫିସ ସାମ୍ନାକୁ କିଡନାପ କରି ପୁରୀ ନେଇଯାଇଥିଲେ ଅଭିଯୁକ୍ତ । ମାମଲାର ତଦନ୍ତ କରି ପୁରୀରୁ ଅପହୃତ ରାଜା ସେଠୀଙ୍କୁ ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ଦୁଇଜଣ ନାବାଳକ ଥିବା ସୂଚନା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଝିଅର ଭାଇ ପ୍ରକାଶ ନାୟକଙ୍କ ସହ ମିଶି ପ୍ରଥମ ପ୍ରେମିକ ଅଙ୍କିତ କଇଁର ଦୁଇଟି ବାଇକରେ ମାରଣାସ୍ତ୍ର ଦେଖାଇ ରାଜାଙ୍କୁ ଅପହରଣ କରିନେଇଥିଲେ। ଏନେଇ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ରହ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି।

Latest Posts

Don't Miss