spot_img

Latest Posts

ସୁବର୍ଣ୍ଣପୁର-ସମ୍ବଲପୁର ମେଟାକନି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଅଟୋ । ୪ ଜଣ ଗୁରୁତର, ୭ ସାମାନ୍ୟ ଆହ । ନିର୍ବନ୍ଧ ପାଇଁ ବରଗଡ଼ ଇଚ୍ଛାପୁରରୁ ଖେମାଲୋଏ ଆସି ଫେରିବା ବେଳେ ଦୁର୍ଘଟଣା । ଆହତ ଉଲୁଣ୍ଡା ପରେ ବୁର୍ଲା ସ୍ଥାନାନ୍ତର ।

Latest Posts

Don't Miss