ମୁମ୍ବାଇ : ଶ୍ରୀଲଙ୍କାର ସନତ ଜୟସୁରିଆଙ୍କ ରେକର୍ଡ ଭାଙ୍ଗିଲେ ଭାରତର ଧୁଆଁଧାର ଓପନର ରୋହିତ ଶର୍ମା । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଓପନର ଭାବେ ସର୍ବାଧିକ ରନ୍ କରିବାରେ ରୋହିତ କଲେ ରେକର୍ଡ । ୨୪୪୨ ରନ୍ କରି ଜୟସୁରିଆଙ୍କର ୨୩୮୭ ରନର ରେକର୍ଡ କାଟିଲେ ରୋହିତ ଶର୍ମା । ଆଜି ବାରବାଟୀରେ ରୋହିତ ୬୩ ରନର ପାରି ଖେଳିଛନ୍ତି ରୋହିତ ।