ନୂଆପଡ଼ା ଗସ୍ତ ପୂର୍ବରୁ ନୂଆପଡ଼ାବାସୀଙ୍କୁ ନବୀନ ପଟ୍ଟନାୟକ ଜଣାଇଲେ ଜୁହାର। ସେବା ଓ ସ୍ୱାଭିମାନର ମାଟି ନୂଆପଡ଼ାକୁ ମୋର ଜୁହାର କହିଲେ ନବୀନ। ଖରିଆର ରୋଡ୍, ନୂଆପଡ଼ା ଏନଏସି ଓ ପାରକୋଡ଼ଠାରେ ଆପଣମାନଙ୍କୁ ଭେଟିବା ନେଇ ବହୁତ ଉତ୍ସାହିତ କହିଛନ୍ତି ନବୀନ।
ସେବା ଓ ସ୍ୱାଭିମାନର ମାଟି ନୂଆପଡ଼ାକୁ ମୋର ଜୁହାର 🙏
ଖରିଆର ରୋଡ୍, ନୂଆପଡ଼ା ଏନଏସି ଓ ପାରକୋଡ଼ଠାରେ ଆପଣମାନଙ୍କୁ ଭେଟିବା ନେଇ ବହୁତ ଉତ୍ସାହିତ। #JuharNuapada #Nuapada #BJD4Nuapada pic.twitter.com/2XvdTqbr3U
— Naveen Patnaik (@Naveen_Odisha) November 7, 2025

