spot_img

Latest Posts

ସରିଲା ବିଧାନସଭାର ଶୀତ ଅଧିବେଶନ, ୧୮ ଦିନ ଆଗରୁ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ

ଭୁବନେଶ୍ବର : ସରିଲା ବିଧାନସଭାର ଶୀତ ଅଧିବେଶନ। ୧୮ ଦିନ ଆଗରୁ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବୀ ଘୋଷଣା କରାଯାଇଛି। ନଭେମ୍ବର ୨୭ରୁ ଆରମ୍ଭ ହୋଇଥିଲା ଶୀତ ଅଧିବେଶନ। ମାତ୍ର ୧୧ ଦିନ ଚାଲିଲା ଚଳିତ ଶୀତ ଅଧିବେଶନ। ଏଥର ୨୯ ଦିନ ଲାଗି ବିଧାନସଭା ଅଧିବେଶନ ବସିବା ଲାଗି ହୋଇଥିଲା ନିର୍ଦ୍ଧାରଣ। ଏହି ଅଧିବେଶନରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହେବା ସହ ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ବିଲ୍ ପାରିତ ହୋଇଥିଲା।

Latest Posts

Don't Miss