spot_img

Latest Posts

ଶୀତୁଆ ସକାଳରେ ମୁହଁକୁ ମୁହଁ ଦିଶୁନି: ଘନକୁହୁଡ଼ି ବଳୟରେ ରାଜଧାନୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଘନକୁହୁଡ଼ିର ରାଜ୍ । ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ଦୂରତା ହ୍ରାସ । ଘନ କୁହୁଡି ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଏପରିକି କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ହୋଇଛି । ଦିନ ୧୦ଟା ଯାଏ ବି ରାଜଧାନୀରୁ ହଟିନି ଘନକୁହୁଡ଼ି । ଟ୍ରେନ ଓ ଯାନବାହନ ଚଳାଚଳ ବି ପ୍ରଭାବିତ ହୋଇଛି। କିଛି ବିମାନ ବି ବାତିଲ କିମ୍ବା ବିଳମ୍ବତ ହୋଇଥିବା ସୂଚନା ମିଳିଛି ।

Latest Posts

Don't Miss