ନନ୍ଦିଘୋଷ ବ୍ୟୁରୋ : ନୂଆବର୍ଷ ପାଳନ ବେଳେ ବିସ୍ଫୋରଣ। ସୁଇଜରଲ୍ୟାଣ୍ଡର ଏକ ବାରରେ ବିସ୍ଫୋରଣ। ବିସ୍ଫୋରଣରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ନୂଆବର୍ଷ ପାଳନ ବେଳେ ବିସ୍ଫୋରଣ ଯୋଗୁ ଆତଙ୍କ। ସୁଇଜରଲ୍ୟାଣ୍ଡର କ୍ରାନ୍ସ-ମୋଣ୍ଟାନାସ୍ଥିତ ଲି କନଷ୍ଟେଲେସନ ବାରରେ ଘଟିଛି ବିସ୍ଫୋରଣ। ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୁଇସ ଆଲ୍ପସ ଅଞ୍ଚଳରେ ଥିବା କ୍ରାନ୍ସ ମୋଣ୍ଟାନରେ ଘଟିଛି ଅଘଟଣ। ସୁଇଜରଲ୍ୟାଣ୍ଡର ସର୍ବପୁରାତନ ଲକଜରୀ ହୋଟେଲରେ ଘଟିଛି ବିସ୍ଫୋରଣ।

