spot_img

Latest Posts

ଇରାନର ଇସଫହାନକୁ ପୁଣି ଆମେରିକା ଓ ଇସ୍ରାଏଲର ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ :  ଇରାନର ଇସଫହାନକୁ ପୁଣି ଆମେରିକା ଓ ଇସ୍ରାଏଲର ଟାର୍ଗେଟ। ସହରରେ ଥିବା ଏକ ବୃହତ ଅସ୍ତ୍ର ଗୋଦାମ ଉପରେ ହୋଇଛି ହମଲା। ପ୍ରାୟ ୯୦୦ କିଲୋଗ୍ରାମର ବଙ୍କରଭେଦୀ ବୋମାରେ ଅସ୍ତ୍ର ଗୋଦାମର ବିପୁଳ କ୍ଷତି ହୋଇଥିବା ସୂଚନା ମିଳିଛି। ସେଠାରେ ଆଣବିକ ଅସ୍ତ୍ରଶସ୍ତ୍ର ମହଜୁଦ ଥିବାରୁ ଏହାକୁ ଟାର୍ଗେଟ କରିଥିଲେ ଆମେରିକା ଓ ଇସ୍ରାଏଲ। ଏୟାରଷ୍ଟ୍ରାଇକ ପରେ ସେଠାରେ କ୍ରମାଗତ ନିଆଁ ଜଳୁଥିବା ପରିଲକ୍ଷିତ ହୋଇଛି। ଇସଫାହନରେ ପ୍ରାୟ ୨୩ ଲକ୍ଷ ଲୋକ ବସବାସ କରୁଥିବାବେଳେ ଏହି ସହରରେ ରହିଛି ଇରାନର ବାଦର ସାମରିକ ଏୟାରବେସ। ସେପଟେ ଆମେରିକୀୟ MQ-9 ରିପର ଲଙ୍ଗରେଞ୍ଜ ମାନବବିହୀନ ଏରିଆଲ ଭେହିକଲକୁ ଖସାଇ ଦେଇଛି ଇରାନ। ତେଣେ ଇସ୍ରାଏଲର ଜେରୁଜେଲମରେ ୧୦ଟି ବିସ୍ଫୋରଣ ଘଟିଥିବା ଜଣାଯାଇଛି।

Latest Posts

Don't Miss