spot_img

Latest Posts

ସ୍ୱାମୀର ମାଡ ଓ ନିର୍ଯ୍ୟାତନାରେ ସ୍ତ୍ରୀର ଆତ୍ମହତ୍ୟା

ଫୁଲବାଣୀ : ସ୍ୱାମୀର ପରକ୍ରିୟା ପ୍ରୀତି l ସ୍ୱାମୀ ସ୍ତ୍ରୀଙ୍କ ମାଧଟାରେ କଳହ l ସ୍ତ୍ରୀଙ୍କୁ ନିରଧୂମ ପିଟିଲା ସ୍ୱାମୀ l ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା ସନ୍ଦେହ l ପାରିବଲୋକ ଆଣିଲେ ହତ୍ୟା ଅଭିଯୋଗ l ମୃତ ମହିଳା ହେଲେ ମମତା ସାହୁ 31 ବର୍ଷ l ଘଟଣା ଘଟିଛି ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦ୍ରେଜୁ ଗ୍ରାମରେ l ଫେରାର ସ୍ୱାମୀକୁ ଫୁଲବାଣୀ ସଦର ପୋଲି ଧରି ଅଟକ ରଖି ପଚରା ଉଚରା କରୁଛି l ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରଂଭ କରିଛି l ବୌଦ୍ଧ ରୁ ସାଇଟିଫିକ ଟିମ ଡକାଇ ତଦନ୍ତ ଆରମ୍ଭ l

Latest Posts

Don't Miss