spot_img

Gautam Buddha Mahapatra

3589 POSTS

Exclusive articles:

ଆୟୁଷ୍ମାନ ଦେଉଛି ଯନ୍ତ୍ରଣା, କାର୍ଡ ଥାଇ ଚିକିତ୍ସା ପାଇଁ ହସନ୍ତସନ୍ତ ରୋଗୀ

ଭୁବନେଶ୍ବର : ଆୟୁଷ୍ମାନ ଦେଉଛି ଯନ୍ତ୍ରଣା । ଟଙ୍କା ଗଣି ଚିକିତ୍ସା କରୁଛନ୍ତି ରୋଗୀ । ନାଁ ଶୁଣିଲେ ଫେରାଇ ଦେଉଛି ହସପିଟାଲ । ଅସ୍ତ୍ରୋପଚାର ପରେ ଲମ୍ବା ବିଲ୍ ଦେଖି କାନ୍ଦୁଛନ୍ତି...

ବାଣୀବିହାରରେ ଅପରେସନ ଅଲଆଉଟ, ହଷ୍ଟେଲ ପରେ କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ଅପରେସନ ଅଲଆଉଟ । ଅଣଛାତ୍ର ପରେ ଜବରଦଖଲକାରୀ । ହଷ୍ଟେଲ ପରେ ସରକାରୀ କ୍ବାର୍ଟର୍ସରେ ଚଢ଼ାଉ । ତାଲା ଭାଙ୍ଗି ଘର ସିଲ୍ କଲା ଟିମ୍ ।...

ବ୍ରହ୍ମପୁର ମହାନଗର ନିଗମର କଡ଼ା ନିୟମ, ଦୋକାନ ଓ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ଫଳକ

ବ୍ରହ୍ମପୁର : ଦୋକାନ, ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ଫଳକ । ବ୍ରହ୍ମପୁର ମହାନଗର ନିଗମର କଡ଼ା ନିୟମ । ଓଡ଼ିଆ ଲେଖିଲେ ଲାଇସେନ୍ସ ନବୀକରଣରେ ମିଳିବ ରିହାତି । ନଲେଖିଲେ ତଣ୍ଡ ଗଣିବେ...

ମହିଳାଙ୍କ ସୁରକ୍ଷା ନେଇ ପୋଲିସର ବ୍ଲୁପ୍ରିଣ୍ଟ, ପର୍ଯ୍ୟଟନସ୍ଥଳୀ ଓ ରାଜପଥରେ ଲାଗିବ AI କ୍ୟାମେରା

ଭୁବନେଶ୍ୱର : କ୍ରିମିନାଲଙ୍କୁ ଧରିବ ହାଇ ରିଜୋଲ୍ୟୁସନ AI କ୍ୟାମେରା । Advance Facial Recognise Systi ଜରିଆରେ ହେବେ ଚିହ୍ନଟ । ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୋଲିସର ବ୍ଲୁପ୍ରିଣ୍ଟ ।...

କେବେ କାର୍ଯ୍ୟକ୍ଷମ ହେବ ପ୍ରାଣଦେଇପୁର ବ୍ୟାରେଜ ?

ପୋଲସରା  : ଚାଷ ହେବ ସୁଗମ । ୫୦ ହଜାରରୁ ଉର୍ଦ୍ଧ୍ଵ ହେକ୍ଟର ଚାଷ ଜମି ହେବ ଜଳସେଚିତ । ଏହି ଲକ୍ଷ୍ୟ ନେଇ ୨୦୧୬ ମସିହାରେ ଗଞ୍ଜାମ ପୋଲସରା ବ୍ଲକ ପ୍ରାଣଦେଇପୁର...

Breaking

ପୁଣି ପୋଲିସର ଏନକାଉଣ୍ଟର : ୨ ଆହତ

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରର ଝିରପାଣୀ ନଦୀଟୋଲା ନିକଟରେ ପୋଲିସର ଏନକାଉଣ୍ଟର...

ଓଡ଼ିଆ ଅସ୍ମିତାର ଉଡି଼ଲା ଧଜିଆ ; ପାଠ୍ୟପୁସ୍ତକ ପରେ ହୋଡ଼ିଂରେ ତ୍ରୁଟି

ଯାଜପୁର: ପିଲାଙ୍କ ବହି ପରେ ଏବେ ସରକାରୀ ହୁଡିଂରେ ସାଙ୍ଘାତିକ ଭୁଲ୍...

ଶୀତଳଷଷ୍ଠି ଯାତ୍ରା ପାଇଁ ଉତ୍ସବ ମୁଖରିତ ସୁବର୍ଣ୍ଣପୁର ସହର

ନନ୍ଦିଘୋଷ ବ୍ୟୁରୋ : ସୁବର୍ଣ୍ଣପୁରରେ ପାଳିତ ହେଉଥିବା ଐତିହାସିକ ଶୀତଳଷଷ୍ଠି ଯାତ୍ରାରେ ଦେବଦମ୍ପତ୍ତିଙ୍କ ଦର୍ଶନପାଇଁ ଉତ୍ସବ...

ଶିବସେନାରେ ବଡ଼ ବିଦ୍ରୋହ: ଇସ୍ତଫା ପ୍ରସ୍ତାବ ଦେଲେ ଉଦ୍ଧବ ଠାକରେ

ନନ୍ଦିଘୋଷ ବ୍ୟୁରୋ : ତୃଣମୂଳ କଂଗ୍ରେସ ପରେ ଶିବସେନା ୟୁବିଟି ମଧ୍ୟରେ ଦେଖାଦେଇଛି ବିଦ୍ରୋହ। ୯ରୁ...