spot_img

Kalyani Parida

3707 POSTS

Exclusive articles:

ଆରବିଆଇର କଡ଼ା କାର୍ଯ୍ୟାନୁଷ୍ଠାନ, ୮ ବ୍ୟାଙ୍କ ଉପରେ ୧୨ ଲକ୍ଷରୁ ଅଧିକ ଜରିମାନା

ନୂଆଦିଲ୍ଲୀ: କେନ୍ଦ୍ରୀୟ ବ୍ୟାଙ୍କର ନିୟମର ଅବମାନନା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଥିପାଇଁ ଆରବିଆଇ ଏକାସଙ୍ଗରେ ଅନେକ ବ୍ୟାଙ୍କ ଉପରେ ଜୋରିମାନା ଲଗାଇଛି। ରିପୋର୍ଟ ଅନୁଯାୟୀ, ଆର୍‌ବିଆଇ...

ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣକୁ ଖଣ୍ଡନ କଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ- ମୁଁ ବି ଜଣେ ବାପା…

କିଭ୍: ୟୁକ୍ରେନରେ କୗେଣସି ପ୍ରକାର ରାସାୟନିକ ତଥା ଜୖେବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇନଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି। ଏହାଛଡା ଋଷ ଯଦି ଦେଶରେ ରାସାୟନିକ ଶସ୍ତ୍ର ପକାଏ ତାହେଲେ ଋଷ ଉପରେ ଅଧିକ...

ଏପ୍ରିଲ ୩୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଏହି ୪ ରାଶି ଉପରେ ପଡିବ ଭଲ ପ୍ରଭାବ

ଭୁବନେଶ୍ୱର: ବର୍ଷ ୨୦୨୨ରେ ଦୁଇ ଦୁଇଟି ସୂର୍ଯ୍ୟ ପରାଗ ହେବ। ତେବେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୩୦ରେ ହେବ। ଏହା ଆଂଶିକ ସୂର୍ଯ୍ୟ ପରାଗ ହୋଇଥିବା ବେଳେ ଅକ୍ଟୋବର ୨୫ରେ...

ଦଳ ଛାଡି ସମାଜବାଦୀ ପାର୍ଟିରେ ମିଶିଲେ ବିଜେପି ସାଂସଦ ରୀତାବହୁଗୁଣା ଯୋଶୀଙ୍କ ପୁଅ

ଲକ୍ଷ୍ନୗେ: ଉତ୍ତରପ୍ରଦେଶ ରାଜନୀତିରେ ନାଟକୀୟ ମୋଡ । ବରିଷ୍ଠ ବିଜେପି ସାଂସଦ ରୀତାବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଲକ୍ଷ୍ମୌ କାଣ୍ଟନମେଣ୍ଟ ଆସନରେ ଲଢିବା ଲାଗି ପୁଅ ମୟଙ୍କଙ୍କୁ...

ହୋଲିର ଗୋଟିଏ ଦିନ ପୂର୍ବରୁ କରନ୍ତୁ ଏହି କାମ, ଘରେ ଭରିଯିବ ସୁଖ ସମୃଦ୍ଧି

ନୂଆଦିଲ୍ଲୀ: ଭାରତରେ ରଙ୍ଗର ପର୍ବ ହୋଲି ଖୁବ୍ ଧୁମାଧାମରେ ପାଳନ କରାଯାଏ । ଦୁଇ ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ । ହୋଲିର ଗୋଟିଏ ଦିନ ପୂର୍ବରୁ ହୋଇଥାଏ ହୋଲିକା...

Breaking

ରହିଛି ମଣ୍ଡି ସମସ୍ୟା, ସରକାରଙ୍କୁ ପୁଣି ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ ;  ଚାଷୀଙ୍କୁ ଠକିଦେଲେ ସରକାର । ଉଠୁନି ଧାନ,...

ରାଜ୍ୟରେ ଖାଲି ପଡ଼ିଛି ହଜାର ହଜାର ପଦବୀ, ପୂରଣ କରିବାରେ ବିଫଳ ସରକାର

ଭୁବନେଶ୍ବର : ରାଜ୍ୟରେ ଖାଲି ପଡ଼ିଛି ହଜାର ହଜାର ପଦବୀ। ଖାଲି...

ଦୁନିଆର ଅଧା ଲୋକଙ୍କ ସମ୍ପତ୍ତି ଠାରୁ ଅଧିକ ଧନୀ ଅଟନ୍ତି ଏହି ୧୨ ଜଣ ବ୍ୟକ୍ତି

ଦୁନିଆର ଅରବପତିଙ୍କ ସଂଖ୍ୟାରେ ୨୦୨୫ ବର୍ଷରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି...

ନିଆଁର ଆଁରେ ଛାରଖାର ଭୁବନେଶ୍ବର ୟୁନିଟ୍ ୱାନ ମାର୍କେଟ

ଭୁବନେଶ୍ୱର : ନିଆଁର ଆଁରେ ଛାରଖାର ରାଜଧାନୀ ୟୁନିଟ ୱାନ ମାର୍କେଟ...