spot_img

Manasa Ranjan Pradhan

2240 POSTS

Exclusive articles:

ଇତିହାସ ରଚିଲେ ବେନ ଡକେଟ: ଅଷ୍ଟ୍ରେଲିଆ ଆଗରେ ୩୫୧ ରନର ବିଶାଳ ସ୍କୋର ଛିଡ଼ା କଲା ଇଂଲଣ୍ଡ

ଆଜି ଚାମ୍ପିୟନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଆଗରେ ଏକ ବିଶାଳ ସ୍କୋର ଛିଡ଼ା କରିଛି ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବେନ ଡକେଟଙ୍କ ଶତକୀୟ ଇନିଂସ ବଳରେ ନିର୍ଦ୍ଧାରିତ ୫୦ ଓଭରରେ...

ଶକ୍ତିକାନ୍ତ ଦାସଙ୍କୁ ମିଳିଲା ନୂଆା ଦାୟିତ୍ବ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବେ ପାଇଲେ ନିଯୁକ୍ତି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଛି ନୂଆ ନିଯୁକ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ-୨ ଭାବେ ଶକ୍ତିକାନଙ୍କୁ ନିଯୁକ୍ତି ମିଳିଛି । ପିଏମ ମୋଦୀଙ୍କ କାର୍ଯ୍ୟକାଳ...

ଲାଗୁ ହେଲା ୱାର୍କ ପାସବୁକ ବ୍ୟବସ୍ଥା: ପୂର୍ତ୍ତ ବିଭାଗ ପ୍ରଶାସନରେ ହେବ ଅନେକ ପରିବର୍ତ୍ତନ

ଭୁବନେଶ୍ବର: ୱାର୍କ୍ ପାସବୁକ ଦ୍ଵାରା ବ୍ୟବସ୍ଥାରେ ଆସିବ ଆହୁରି ସ୍ଵଚ୍ଛତା । କାମ ଅଧିକ ତ୍ୱରାନ୍ୱିତ ହେବ ଏବଂ ଶୀଘ୍ର ସରିବ । ଏଥିପାଇଁ ପୂର୍ତ୍ତ ବିଭାଗ ପ୍ରଶାସନର ଅନେକ ଗୁଡ଼ିକ ପରିବର୍ତ୍ତନ...

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୋଲାଭରମ ଡ୍ୟାମ ନିର୍ମାଣ: ଓଡ଼ିଶାର କ୍ଷତି ହେଉଛି, କିନ୍ତୁ ରାଜ୍ୟ ସରକାର ଚୁପ୍ କାହିଁକି?

ଆନ୍ଧ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ପୋଲାଭରମ ଡ୍ୟାମ ତିଆରି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରକୁ ତୁରନ୍ତ ଅର୍ଥରାଶି ପ୍ରଦାନ ପାଇଁ ଦାବି କରିଛନ୍ତି। ୨୦୨୭ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ...

ତେଲେଙ୍ଗାନାରେ ବଡ଼ ଅଘଟଣ: ଟନେଲ ଭୁଶୁଡ଼ିଲା, ମାଟି ତଳେ ଫସି ରହିଛନ୍ତି ୬ ଶ୍ରମିକ

ତେଲେଙ୍ଗାନାର ନାଗରକୁଲନୂଲ ଜିଲ୍ଲାରେ ଏକ ବଡ଼ ଟନେଲ ଦୁର୍ଘଟଣା ଘଟିଯାଇଛି । ଟନେଲର ଏକ ଅଂଶ ଧସିବା ଫଳରେ ୬ ଜଣ ଶ୍ରମିକ ମାଟି ତଳେ ଫସି ରହିଛନ୍ତି । ଶ୍ରମିକଙ୍କ ଉଦ୍ଧାର...

Breaking

ରାଜସ୍ଥାନ ଯୋଧପୁର ଜେଲରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଆଶ୍ବସ୍ତି

ନନ୍ଦିଘୋଷ ବ୍ୟୁରୋ :  ରାଜସ୍ଥାନ ଯୋଧପୁର ଜେଲରେ ଥିବା ସାମାଜିକ କର୍ମୀ...

ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର : ନବୀନ

ଭୁବନେଶ୍ବର :  ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର...

ଝରକା ତାଡ଼ି ଘରୁ ଭାତ ଖାଇଲା ହାତୀ

ଚମ୍ପୁଆ : ଚମ୍ପୁଆରେ ଦନ୍ତା ଆତଙ୍କ । ରୋଷେଇ ଘର ଝରକା...

ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ, ୧୫ ଦିନ ହେଲା ଯୁଦ୍ଧ ପାଇଁ ଘାଇଲା ସାରା ବିଶ୍ବ

ନନ୍ଦିଘୋଷ ବ୍ୟୁରୋ ; ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ ।...