spot_img

Nandighosha Tv

8830 POSTS

Exclusive articles:

ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ୪ଜଣଙ୍କର ଜୀବନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଭାଇ ଭାଉଜଙ୍କ ସହ ୨ ଶିଶୁଙ୍କୁ ହାଣିଛି ସାନ ଭାଇ । ଶିବନାଥପୁର...

ଏଥର ମଞ୍ଚରେ ନୁହେଁ ମେଡିକାଲରେ ଆଇଟମ୍‌ ଗାର୍ଲ ଲଭ୍‌ଲି, କାହିଁକି ପଢ଼ନ୍ତୁ…

ପଟ୍ଟାମୁଣ୍ଡାଇ: ଯାତ୍ରାରେ ଆପତ୍ତିଜନକ ନୃତ୍ୟ ପରିବେଷଣ କରି ଚର୍ଚ୍ଚାକୁ ଆସିଥିବା ଲଭ୍‌ଲି ଏବେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ମାତ୍ରାଧିକ ମଦ ପିଇ ପୋଲିସ୍‌ ହାବୁଡ଼ରେ ପଡ଼ିଲେ ଲଭ୍‌ଲି...

ମଦ୍ୟପ ବ୍ୟକ୍ତି ଯୁବତୀଙ୍କୁ କମେଣ୍ଟ ମାରୁଥିଲେ, ରାସ୍ତା ମଝିରେ ଏମିତି କଲେ ଯୁବତୀ

ଭୁବନେଶ୍ୱର: ଯୁବତୀଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ନିଶାସକ୍ତ ଯୁବକ । ରାସ୍ତା ମଝିରେ ଗାଲକୁ ଗାଲକୁ ସେକିଲେ ଯୁବତୀ । ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ସହ ଲୋକମାନେ ମଧ୍ୟ ମିଶି ଯୁବକକୁ...

ଖପୁରୀ ଭୟରେ ଥୁରୁହୁର ଗାଁ ଲୋକେ, ମନ୍ଦିରରେ ଚାଲିଛି ପୂଜାପାଠ

ପଟ୍ଟାମୁଣ୍ଡାଇ: କିଏ  ବିପଦ ଏଡ଼ାଇବାକୁ ପୂଜାପାଠ କରୁଛି ତ କିଏ ପରିବାରର ମଙ୍ଗଳ ପାଇଁ ଠାକୁରଙ୍କ ପାଖରେ ମାନସିକ ରଖୁଛି । ସ୍କୁଲ କି ବାହାରକୁ ଯିବା ପାଇଁ ପିଲାଙ୍କୁ ବାରଣ କରାଯାଉଛି...

ଫଟୋ ଦେଖାଇ ସକାଳେ ମୁଖ୍ୟମନ୍ତ୍ରୀ ପଚାରିଥିବ ପ୍ରଶ୍ନର ଜାଣନ୍ତୁ ଉତ୍ତର…

ଭୁବନେଶ୍ୱର: ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳ ଓ ମନଲୋଭା ସ୍ଥାନର ପ୍ରଚାର ପ୍ରସାର ନେଇ ମଙ୍ଗ ଧରିଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ସେ ନିଜ ଟ୍ୱିଟ୍‌ରେ ବିଭିନ୍ନ ସ୍ଥାନର ଫଟୋ...

Breaking

ଆରମ୍ଭ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

ଆରମ୍ଭ ହେଲା ଚଳିତବର୍ଷର ମାଟ୍ରିକ ପରୀକ୍ଷା । ୩ ହଜାର ୮୨...

ଟି-ଟ୍ବେଣ୍ଟି ବିଶ୍ବକପ ସମୟରେ ବଢୁଛି ଅନଲାଇନ୍ ବେଟିଂ: ୬ ଗିରଫ, ୩୦ ଲକ୍ଷରୁ ଅଧିକ ଟଙ୍କା ଜବତ

ଟି-ଟ୍ବେଣ୍ଟି ବିଶ୍ବକପ ସମୟରେ ବଢୁଛି ଅନଲାଇନ୍ ବେଟିଂ । ରାଉରକେଲାରେ ଉଡୁଛି...

ମୋମୋ ଦେଇଛି ରୋଜଗାର: ବର୍ଷକୁ ହେଉଛି ୧୨-୨୫ ଲକ୍ଷ ଲାଭ

ମୋମୋ ଦେଇଛି ରୋଜଗାର । ସ୍ବାବଲମ୍ବୀ କଟକ ଜିଲ୍ଲା ସାଲେପୁର ନାନ୍ଦୋଳ...

ମାରାତ୍ମକ ସାଜିଛି କିଡନୀ ରୋଗ: ଚାଲିଯାଉଛି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜୀବନ

ମାରାତ୍ମକ ସାଜିଛି କିଡନୀ ରୋଗ । ବିପଦରେ ପୂରା ଗାଁ। ଚାଲିଯାଉଛି...